ବିକଳ୍ପ କିଛି ଖୋଜୁ ଖୋଜୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିକଳ୍ପ କିଛି ଖୋଜୁ ଖୋଜୁ

Rating: 5.0

କେମିତି ହେବି ମୁଁ ମୋର ପ୍ରତିକୂଳ?

କେମିତି ରଖିବି ଧରି ମୁଁ ମୋର
ବାୟୁ ଆକାଶ ଅଗ୍ନି ଆଉ ଜଳ ।

ଜାଣେ, ଏଠି ଜଣେ ଶୋଷଣ କରେ
ଆରଜଣକୁ ଆଉ ସେ ଜଣକ
ଅନ୍ୟ କେହି ନୁହେଁ କେବଳ ନିଜେ ।

ଏଠି ନୁଆ ନୁହେଁ କିଛି
ଗତାନୁଗତିକ ରାସ୍ତାରେ
ଯାଉ ଯାଉ ପୁଣି ପହଂଚି ହୁଏ
ଥାଆନ୍ତି ଲୋକ କହିବାକୁ,
ଆଉ ସେ କହିବାରେ ଥାଏ
ନିଜକୁ ଜାହିର କରିବାର ତରିକା ।

ଆଉ ବିକଳ୍ପ କିଛି ଖୋଜୁ ଖୋଜୁ
କେତେବେଳେ ନିଜକୁ ବି ହରେଇ ହୋଇଯାଏ ।

Tuesday, November 15, 2016
Topic(s) of this poem: man
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success