ମୋ ମାୟାରେ
ମୁଁ ବାୟା ।
ମୋ ଦୃଷ୍ଟି
ସତ୍ୟରେ ।
ମୁଁ ଚୁପ୍
କୋଳାହଳରେ ।
ଆଉ ମୁଁ
ଆନନ୍ଦରେ ସଦା ।
ମୁଁ ସ୍ଵାଧୀନ,
ଅସତ୍ୟ ନୁହଁ ।
ସଂଶୟ ନାହିଁ
ମୋଠି ଆଦୁ ।
ମୁଁ ଛୋଟ ଯେମିତି ସବୁଠୁ
ବଡ ବି ସେମିତି ।
This poem has not been translated into any other language yet.
I would like to translate this poem