ଯାଉଛି ମୁଁ,
ଯାଉଛି ସବୁ ଛାଡି
ତୁମଠି ।
ଜାଣେ, ତୁମେ
ରହିବା ବାଲା ।
ଜାଣେ ବୋଲି
ଗଲାବେଳେ କେବଳ
ତୁମକୁ ଦେଇଛି ଡକା ।
ଅଛି ସବୁ କଣ କଣ ଏଠି
ଏତେସେତେ ମତେ
ନାହିଁ ଜଣା ।
ତୁମର ବୋଲି ନେଇଛି ଭାବି,
ତୁମେଇ ଅଛ ବୁଝିବାକୁ,
ମୁଁ ଚାହିଁ ନି ହେବାକୁ ବଣା ।
This poem has not been translated into any other language yet.
I would like to translate this poem