ଇତିହାସ
ଇତିହାସ ହୋଇଯାଉଛ ତୁମେ,
ହଁ କର ।
ହଁ କର
ତୁମେ ଅନ୍ଧାର ।
ପରିହାସ କର ନା କାହାକୁ,
କେହି ନାହାନ୍ତି କୋଉଠି ତୁମଛଡା ।
ଲକ୍ଷ୍ୟ ତ ଗୋଟିଏ,
ପହଂଚି ଯାଅ ସେଠି ଅନାୟାସରେ ।
ଯାଅ, ହଁ କର ।
This poem has not been translated into any other language yet.
I would like to translate this poem