କହିବି ବୋଲି
କହିଲି ନି ।
ଯାହା କହିଲି ନି
ବୁଝିଲ ତାହା
ଆଉ ବୁଝିଲ ଯାହା
ତାହା ଯେ ତାହା
କହିବାକୁ ନ ଥିଲେ
ଜଣେ ବି ।
ମୁଁ ମୋର ଫେରିଲି,
ଫେରିଲି କୋଉଠିକୁ,
ଜଣା ନାହିଁ ସେଇଟା ।
ଆଉ ଯୋଉଟା ଜଣାଗଲା
ସେଇଟା ନ ଥିଲା
କିଛି କାମର ।
This poem has not been translated into any other language yet.
I would like to translate this poem