କେନ ଠାନେ
ଆରୁ କାଁଜେ
ପଚରଉଛ ସଂଜୟ,
ଜାନିଛ ତ
ଠାନ ବଲବାରଟା
ଏଖେ ଗୁଟେ ।
ଆରୁ ଘଟବାର୍ଟା
କିଛୁ ନେଇଁସେ ।
ହେଟା ସବୁ
ଖାଏବାରଟା
ପି ବାରଟା
ନେବାରଟା
ଦେବାରଟା
ଚାଲିଥିସି ନ
ଜାନିଛ, ଇନ ।
ଆରୁ କେଁ କଥାକେ
ହେଲୁଆ, ହେଟା
ଜାନିକରି ଭି
ଆମେ ସଭେ
ଅଜନା ।
କାଁ ବଲବ
ହେଟା?
ତମର ତମେ
ଦେଖ ନ ବୁଆ ।
This poem has not been translated into any other language yet.
I would like to translate this poem