ମୁଇଁ ଇଥର
ରାବନ ନେଇଁ ହୁଏଁ।
ମୋର ମାଏଝି ବଲୁଛେ
ଇଥର ରାବନ ହେଇକରି
ଆମେ ନେଇଁ ମରୁ ବୁଆ ଆରୁ।
ହେ ରାମ ମରୁ
ହେ ଲଝମନ ମରୁ।
ସବୁଥର ଆମେ ଖାଲି
ମରୁଥିମୁ ନ!
ହେନତା ନେଇଁ ହେଇପାରେ ଆରୁ।
This poem has not been translated into any other language yet.
I would like to translate this poem
Language - kosli, script - brahmi