ଦୁଇ ବନ୍ଧୁ
କୁକୁର ଆଉ କୁକୁଡା,
ଆଉ ଦୁଇ ଜଣ
ବାହାରେ।
ନ ଜାଣିବା ଲୋକ
ରଖିବ ସଂପର୍କ
ଜଣକ ସହିତ।
ଆଉ କହିଲାବେଳେ
କିଛି ଶବ୍ଦ
ଦେଖିବ ମୁହଁ।
ପାଣି ଆଉ ପବନ ପରି
ବଦଳଉଥିବ ଠିକଣା,
ଆଉ ଥିବ ନ ଥିଲା ପରି
ଭିତରେ ।
This poem has not been translated into any other language yet.
I would like to translate this poem