ବାନ୍ଧିଛି ସପନ
ନଈ କୂଳେ କୂଳେ
ଆଉ ହଜି ନି
ସେସବୁ ଏ ଯାଏ ।
ଜଣାଇଛି ମାଛିକୁ
ଉପରେ ତଳେ
ଅମଙ୍ଗଳ ମୁହୂର୍ତ ।
ଦେଖେଇଛି ବହିହାଟ
ଗଲାବେଳେ ପାଣିରେ
ପବନ ଆହୁଲାମାରି ।
ରଖିପାରି ନି ସାଇତି
ଆଉ ଯାଇଛି ଧାଇଁ
କହିବାକୁ ଭଲମନ୍ଦ
ଫେରାର ହୋଇଛି ଯାହା ଆମଠୁ ।
This poem has not been translated into any other language yet.
I would like to translate this poem
And dream in life, enjoy life, it is the time to enjoy.