କ୍ରମକୁ କ୍ରମ
ଆଗଉଛି ମୁଁ ।
ଆଉ ତିଆରୁଛି
ଭୁବନ ।
ମୁଁ ତେଜ,
ଆଉ ମୋର
ଆଧାର ପ୍ରେମ ।
ମତେ ଜଣା
ପ୍ରେମ କେମିତି
ଯୁଦ୍ଧପ୍ରିୟ ।
ଯୁଦ୍ଧ ଭିତରେ
କହିବାକୁ ଚାହେଁ
ମୁଁ ନିତ୍ୟପୂର୍ଣ
ଆଉ ଅଖଣ୍ଡ ।
This poem has not been translated into any other language yet.
I would like to translate this poem