ପରିତ୍ରାଣ କର Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପରିତ୍ରାଣ କର

Rating: 5.0

ଠିକ୍ ଅଛି ଯଦି ମୁଁ,
ପରିତ୍ରାଣ କର
ସକଳ ବିପଦରୁ ।

ମୁଁ
ତୁମ ଶରଣ ।

ତୁମେଇ
ଧର୍ମାଧର୍ମର ଅବତାର ।

ତୁମେଇ
ନିତ୍ୟମୁକ୍ତ ।

ମୁଁ ଯଦି
ଉତ୍ତମ ବ୍ରତଯୁକ୍ତ
ପରିତ୍ରାଣ କର ।

ଯଦି ସାମାନ୍ୟତମ
ଖୁଣ ଅଛି ପ୍ରଭୁ ମୋଠି
ଦଣ୍ଡ ସବୁ ତୁମର
ମୁଁ କରୁଛି ସ୍ଵୀକାର ।

Saturday, November 19, 2016
Topic(s) of this poem: god
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success