ବନ୍ଦ ଭିତରୁ ଯାତ୍ରାରମ୍ଭ ମୋର ।
ମୁଁ କଣ ଅନ୍ଧାର?
ଏଇନେ ଥାଇ
ଏଇନେ ନାହିଁ,
ମୁଁ କିଏ କି?
ବିଶ୍ବାସ ଆଉ
ଅବିଶ୍ବାସ ଭିତରେ ମୁଁ
ଡହକୁ ଥିବା ଅଙ୍ଗାର ।
This poem has not been translated into any other language yet.
I would like to translate this poem
life is nothing but fire that is dazzling