ସୁନଲା ଆମ୍
ପଢଲା ଡୁମେର
ଲେଖଲା ଜାମ୍ ।
କହେଲା ବିଚାର
କରୁଛେଁ ମୁଇଁ
ତୁଇ ଜାନ୍ ।
କହେଲା, ମୋରନେ
ଦୋଷ୍,
ନାଇଁ ଦେଖି
ପାରୁଛେଁ ବଲି
ନାଇନ ଅବସୋସ୍ ।
ମୁଇଁ ମୋର
ଅଛେଁ ଠିକ୍
ଦେବାରକାଜେ ଆଦେସ
ଠି ଠା ଠୋ ।
This poem has not been translated into any other language yet.
I would like to translate this poem
The poem is in Kosli language. the script is Brahmi lipi.