ଏ ଯେଉଁ ଆକାଶ ଦେଖୁଛ
ଏଇଟା ନୁହେଁ ତୁମର ।
ତୁମେ ଆକାଶର ଯଦିଓ ।
ଆକାଶର ଖେଳକୁ
ବୁଝିବାର ଶକ୍ତି ନାହିଁ ତୁମର ।
ସ୍ଵୀକାର କର ବା ନ କର
ମନକୁ ମନ କହିଲାବେଳେ କଥା
ତୁମକୁ ଚିହ୍ନିବାକୁ ହେବ ଅନ୍ଧାର ।
This poem has not been translated into any other language yet.
I would like to translate this poem