ଯୁଦ୍ଧକ୍ଷେତ୍ରରୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯୁଦ୍ଧକ୍ଷେତ୍ରରୁ

କହୁଛି ମୁଁ
ଏଇ କ୍ଷେତ୍ରରୁ।
ଶୁଣ ସମସ୍ତେ ।
ଯୁଦ୍ଧରେ ପାଣି
ଆଉ ଦରକାର ପଡିଲେ
ପବନ ବି ବନ୍ଦ ହୋଇପାରେ ।
ଯେ କୌଣସି
ଅଘଟଣ ପାଇଁ
ପ୍ରସ୍ତୁତ ଥାଅ ସମସ୍ତେ ।
କହୁଛି ମୁଁ
ଆଉ ଯାହା କହୁଛି
ଦରକାରବେଳେ ଲଗାଇବ କାମରେ ।
ଯୁଦ୍ଧ ଯେ ଚାଲିଛି
ଆଉ ଚାଲିଥିବ ବି
ବଂଚିଥିଲାଯାକେ, ବୁଝିବିଚାରି
କାର୍ଯ୍ୟ କରୁଥାଅ ସବୁବେଳେ ।
ଯୁଦ୍ଧ ଯୁଦ୍ଧ କହି କିନ୍ତୁ
ଶାନ୍ତିକୁ କର ନି ହାତଛଡା କେତେବେଳେ ।

COMMENTS OF THE POEM
Gajanan Mishra 27 September 2016

War with neighbor who is a terrorist.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success