ଯାଉଛି ଭୁଲି
ସବୁ କିଛି ।
ଯାଉଛି ଚାଲି
ପହଂଚି ପାରୁ ନି
କୋଉଠି ।
ଅଯଥାରେ
ଖାଲି ତୁମ
କହୁଛ ଏତେ
ଦେଉ ନି
ପବନ କିଛି ମୂଲ୍ୟ ।
ମୁଁ ଯାହା
କହୁଛି ଯେତେ
ନୁହେଁ କଣ
ସେସବୁ ଅତୁଲ୍ୟ?
This poem has not been translated into any other language yet.
I would like to translate this poem