କବିତା ଆରମ୍ଭ ମାତ୍ର
ମଣିଷର କଥା କହିବାର
ପ୍ରଥମ ପ୍ରୟାସ ।
ମଣିଷ କିଏ ଜାଣିବାର
ଏକ ଉତ୍କୃଷ୍ଟ ମାଧ୍ୟମ ।
ମଣିଷ କିଏ କହେ କବିତା,
କବିତା କହିଦିଏ
ମଣିଷ ପରି ମଣିଷଟିଏ
ହେବାର ଉପାୟ ।
କବିତା ପଣ୍ୟ ନୁହେ�,
କବିତା ପ୍ରେମ ।
କବିତା ଜୀବନର ଏମିତି
ଏକ ସଂସ୍କରଣ ଯାହାକୁ
ଛୁଇଁ ପାରେ ନା ମରଣ
This poem has not been translated into any other language yet.
I would like to translate this poem