କଣ ବୋଲି କଣ କହିବ କାହାକୁ,
ଆଉ ଯାହାକୁ କହିବ ଯାହା
ସେଇଟା ଯେ ତାହା
କିଏ ଦେବ ପ୍ରମାଣ
ଓ ଦେବ କିପରି ।
ପୁଣି ଯେ ସବୁ ଏକାଠି
ଆଉ ସମସ୍ତେ ଏକ
ଆଉ କେତେ କୁଆଡୁ ଆସି
ଗଲେଣି ଫେରି ତୁଚ୍ଛାକୁ
କହିଦେଇ ସବୁ ନାଲାଏକ ।
This poem has not been translated into any other language yet.
I would like to translate this poem