ଏ ସକାଳ
ଏକ ଅପୂର୍ବ ସକାଳ।
ଏମିତି ସକାଳ
ନ ଥିଲା
ଆସିବ ନାହିଁ ବି ଆଉ ।
ଏ ସକାଳରେ
ଯେତେ ସାଉଁଟିବ
ସାଉଁଟିନିଅ ମହୁ ।
କାମନା କରେଁ
ଏ ସକାଳ
ଏମିତି ଥାଉ ।
This poem has not been translated into any other language yet.
I would like to translate this poem