କିଏ ତିଆରି କରେ
ଆଉ କରେ କଣ
କିଛି ନ ଜାଣି
ପଶିଯାଏ ବଣ ।
ବଣ ଭିତରେ
କେତେ କିଏ
ବାଘ ବେଙ୍ଗ
ସାପ ସିଂହ ।
ଜୀବନ ଭୟ
ଯିବ ଯଦି ଯାଅ
କହିବ ନି
ସବୁ ମୋର ।
ମରଣକୁ ଛାଡି
ତୁମେ କାହାର?
This poem has not been translated into any other language yet.
I would like to translate this poem