ଗୋଟିଏ କବିତା ପାଇଁ
ମୁଁ ମୋଠି ନାହିଁ ।
ମୁଁ ମୋଠି ଯାଇଛି ରହି
ମତେ ପାଇ,
ଗୋଟିଏ କବିତା ପାଇଁ ।
ଗୋଟିଏ କବିତା,
ଅଛି କଣ ସେଠି,
ମତେ ଜଣା ନାଇଁ ।
ପ୍ରେମ?
ଜୀବନ?
କେଜାଣି? ?
କିନ୍ତୁ ବଂଚିଛି ମୁଁ,
ଗୋଟିଏ କବିତା ପାଇଁ ।
ମୁଁ ହିଁ ସେ କବିତା ।
This poem has not been translated into any other language yet.
I would like to translate this poem