ମୁଁ କଣ
ମୋ ଶବ୍ଦଠୁ ଅଲଗା?
ମୋ ଶବ୍ଦ କଣ ଶକ୍ତିହୀନ?
ରୂପରେଖ ଚିହ୍ନବର୍ଣ
ଜଣା ପଡୁ ନି କି?
ମୁଁ କୋଉଠି?
ଏତେ ସେତେ
ଅଛନ୍ତି କଣ ପାଇଁ ଏଠାରେ?
ମୁଁ ଅଲଗା କି କାହାକ।ହାଠୁ?
ଯଦି ହଁ, କଣ ପାଇଁ ଅଲଗା?
ଯଦି ନା, କଣ ସବୁ
ଏକ ଆମର ।
କଥାର ମାୟାରେ ମୁଁ
ଯାଇଛି ଫଶି ସତରେ?
This poem has not been translated into any other language yet.
I would like to translate this poem