ଆଲୋଚନାର ବିଷୟ
ଆଲୋଚନାର ବିଷୟ
କହି ଲାଭ ନାହିଁ
ଆଲୋଚନା ଫସର
ଫାଟି ସାରିଲାପରେ ।
ଖବର ଦେଉଥିଲେ
ଯୋଉମାନେ ଏ ସବୁ
ବିଷୟରେ ଥିଲେ ନିରବ ।
ଆଉ ଯୋଉମାନଙ୍କର
ପାଟି ଅଛି ବୋଲି କହୁଥିଲେ
ସେମାନେ ଯାହାଯେତେ କହୁଥିଲେ
ସେମାନଙ୍କୁ ବି ନ ଥିଲା ଗୋଚର ।
କିଏ ଯେ ପୁଣି
ଭାସୁଥିଲା ଉଜାଣିରେ
ମୁକ୍ତ କରିବା ଆଗରୁ ଏଠାରେ ।
This poem has not been translated into any other language yet.
I would like to translate this poem