ପ୍ରେମ, ନୁହେଁ କାମ ।
ଜୀବନ ।
ଜୀବନ ଯାଉଛି
ବହି ।
ଆଉ ଯିଏ ଯେତେ ଯୋଉଠି
କହି ଦେଉଛନ୍ତି
ସବୁ ଘଟଣାର ଇତି ।
ବିକ୍ରି ହେଉଛି କୋଉଠି ଶିଶୁ, ଦେହ
ହେଉଛି ଆଉ କୋଉଠି ନିଲାମ ।
ତଥାପି, ଶୁଣିବାକୁ ମିଳୁଛି
ସତ୍ୟ ଆଉ ପ୍ରେମର
ରାଜୁତି ଅଛି ଅଛି ଅବ୍ୟାହତ ।
କିଛି ନାହିଁ ଭୟ କରିବାର,
କିଛି ନାହିଁ କାମର ।
This poem has not been translated into any other language yet.
I would like to translate this poem