ଜଳକ୍ରୀଡା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜଳକ୍ରୀଡା

Rating: 5.0

ଜଳକ୍ରୀଡା
ଚୁପ୍,
ନିରେଖି ଦେଖିବାକୁ ହେବ
ଚାଲିଛି କେମିତି କୋଉଠି
ଜଳକ୍ରୀଡା ।
ଜଳମୟ ପୃଥିବୀ,
ଜଳମୟ ଦେହ,
ଜଳ ଜଳ ହିଁ କେବଳ,
ଜଳ ଜଳ ହିଁ ଜୀବନ ।
ଜଳ ପାଇଁ ଯୁଦ୍ଧ,
ଜଳ, ଜଳ ପାଇଁ ଶାନ୍ତି ।
ଜଳତିଳ ତର୍ପଣରେ
ପିତୃପିତାମହ ଯାଆନ୍ତି ଉଦ୍ଧରି ।
ଦିଅ ଜଳ,
ମଣିଷକୁ ମଣିଷ ।
ବନ୍ଦ କର ଦେବା ଜଳ
ଆଉ କର ନଷ୍ଟ
ମଣିଷପଣିଆ ବିରୋଧୀର ବଳ ।
ଜଳ, ଜଳ ହିଁ କେବଳ
ଶିଖାଇବ ମୁକ୍ତିର କୌଶଳ ।
ଚାଲୁରଖ ଜଳକ୍ରୀଡା,
ଚାଲୁ ରଖିଥାଅ ।

Friday, October 7, 2016
Topic(s) of this poem: water
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success