ଭ୍ରମ
ଭ୍ରମ,
ଜମିବାଡି,
ଘର�ଡିହ,
ପୁତ୍ରକନ୍ୟା,
ସ୍ତ୍ରୀ, ସମାଜ,
ଧନଦୌଲତ,
ନିଜ ପର ଭାବ,
ଭ୍ରମ,
କର୍ମକର୍ମାଣି,
ପଦପଦବୀ,
ଆଶା ଆଶଙ୍କା ।
ଭ୍ରମ,
ଜୀବନ,
ମରଣ।
ଭ୍ରମ ସଂପର୍କ ଭିତରେ
ଭ୍ରମି ଭ୍ରମି
ଖାଇବାରେ ବ୍ୟସ୍ତ
ମଣିଷ ଉଜାଣି ।
ଭ୍ରମ ମଣିଷ,
ଭ୍ରମରେ ଭ୍ରମରେ
ଯାଉଛି କୁଆଡେ କାହିଁ ।
This poem has not been translated into any other language yet.
I would like to translate this poem