ବାପା ମା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାପା ମା

Rating: 5.0

ବାପା ମା

ବାପା ମା ଯେପରି
ପିଲାଛୁଆ ଯଦି
ନ ହେଲେ ସେପରି
କଣ କହିବ ଭାଇ
କାହାକୁ ଆଉ ଦୋଷ ଦେଇ
ନିଜେ ଇ ଲଜ୍ଜିତ ହେବା ଛଡା
ଆଉ ବେଶି ଫିଟାଇବ କି ପାଟି ।

ରୁହ, ରୁହ, ଆଉ ଥରେ
ଦେଖି ନିଏଁ ଆଖି ଫିଟାଇ ।
କିଏ ତୁମେ ସତରେ ଆଉ
କେମିତି ହେଲ ଅଗାଡି ।
ଆରେ ଭାଇ, ମାଟି ପାଣି
ତ ଥିଲା ଠିକ୍, ପୁଣି
ହେଲା କଣ ଯେ ପଡିଲା କଥା
ହାଟରେ ଘାଟରେ ଏମିତି ।

Sunday, October 9, 2016
Topic(s) of this poem: father
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success