ସୂଚକାଙ୍କ ତାଲିକାରେ
ମୁଁ ଉନ୍ନତ ।
ଗୋଟିଏ ଓଳିକୁ
ବି ନିଅଣ୍ଟ ।
ମୁଁ ବି
କ୍ଷୁଧା ପୀଡିତ ।
ଅପପୁଷ୍ଟିର ପ୍ରାବଲ୍ୟ
ନୁହଁ ସୁଖଦ ।
ହେ ମହାମାନ୍ୟ,
କର ମୋର ଖାଦ୍ୟ
ନିରାପତ୍ତା ନିଶ୍ଚିତ ।
ମୋର ସବୁକିଛି
ଦେଇଦେବାକୁ
ମୁଁ ସଦା ପ୍ରସ୍ତୁତ ।
This poem has not been translated into any other language yet.
I would like to translate this poem