କବିତା ଲେଖ,
ଗୀତ ଗାଅ,
ଜୀବନର କଥା କହ ।
ଖାଅ, ପିଅ, ଶୁଅ,
ମସ୍ତି କର ।
ଅକ୍ଷର, ଶବ୍ଦ
ଆଉ ଯେତେ ଯାହା
ସବୁ ତୁମ ପାଇଁ, ମନେରଖ ।
ସମୟ ରହିଛି
ତୁମ ପାଇଁ କେବଳ ।
ନାଚ, ଡିଅଁ,
ଆଉ ଦେଖ କିଏ
ତୁମ ପାଖ ଲୋକ
ଆଉ କିଏ ଦୂର ।
This poem has not been translated into any other language yet.
I would like to translate this poem