କୋପ କରୁଣା କୌତୁକ,
ଗ୍ରହବିପ୍ର, ସେପଟକୁ
ଘୁଂଚି ରହ ।
ବୁଝିବାକୁ ଦିଅ ମତେ
ବୁଃଖ ଶୋକ ବିପଦ ।
ଭାବ ଦିଆନିଆରେ
ମୁଁ ସନ୍ତୁଷ୍ଟ ।
ଗୁନ୍ଥାଗୁନ୍ଥି ଶବ୍ଦର ଚାତୁର୍ଯ୍ୟ
ଆଉ ନିଆରା ପ୍ରେମ
ସବୁ ରଖ ସେପଟେ ।
ଦେହମଣ୍ଡପ ଭିତରେ
ଖୋଜ ଆଲୁଅ ପ୍ରତିଟି
ଘଟଣା ଦୁର୍ଘଟଣା ବାହାରେ
କେବଳ ରଖି ନିଜକୁ ସାଙ୍ଗରେ ।
This poem has not been translated into any other language yet.
I would like to translate this poem