ଦୁଃଖ ଦେବ କେମିତି
ବନ୍ଧୁ ଯଦି?
ଘରକୁ ଘର ଲଗାଲଗି,
ଉପର ତଳ ଦାଣ୍ଡ ଖାଲି ।
କଣ ଖାଇବ କି?
ଅନ୍ନ ସହିତ ରହିଛି
ତନ୍ଦୁର ରୁଟି ।
ଆଉ ସବୁ ହାଇଫାଇ
ଦିଗନ୍ତ ଲମ୍ବିଛି ।
ଘର ଭର୍ତି
ଫଳ ଫୁଲରେ ।
ତୀରମରା ଚାଲିଛି
କିନ୍ତୁ ବ୍ୟାଧର ।
ଦୁଃଖ ଏତକ ।
This poem has not been translated into any other language yet.
I would like to translate this poem