ସମାନ ଜାଗାରେ
ସମାନ ଭାବରେ
ଆମେ ଉଭୟେ ।
ଆମେ ଜାଣୁଛେ
ଆମର ଗତି
ଆଉ ପ୍ରକୃତି ।
ଆମର ଛଡାଛଡି
ନ ଥିଲା
କି ନାହିଁ
ହେବ ନାହିଁ ବି ।
ତଥାପି ଆମେ
ପରସ୍ପରର ବିରୋଧରେ
ପରସ୍ପର ବିଷ ବାହାର
କରୁଛେ କାହିଁକି?
This poem has not been translated into any other language yet.
I would like to translate this poem