ଚାହେଁ ନା କିଛି
ସତ୍ୟ ଛଡା ।
ସତ୍ୟ ମୋ
ବଡ ଭାଇ
ଆଉ ତାଙ୍କୁ
ଅନୁସରଣ କରିବା
ମୋରି ଧର୍ମ ।
ଯାହା ସତ୍ୟ
ତାହା ମୋର ।
ଯାହା ସତ୍ୟ
ତାହା ଗ୍ରହଣୀୟ ।
ସତ୍ୟରେ ଜୀବନ,
ସତ୍ୟ ଜୀବନ, ସତ୍ୟ ପ୍ରେମ ।
ସତ୍ୟ ରାତି, ସତ୍ୟ ଦିନ ।
This poem has not been translated into any other language yet.
I would like to translate this poem