ଏଠି ପାଣି
ଏଠି ନିଆଁ,
ହଜାନସା
ଏ ଦୁନିଆଁ ।
ଏଠି ପବନ
ଏଠି ଜୀବନ
ଡହକ ବିକଳ
ରାତି ଆଉ ଦିନ ।
ଯିବା ଆସିବା
ନାଟତାମସା
ବଡଦାଣ୍ଡର
ଏ କାରନାମା ।
ଏ ଦୁନିଆଁ
ଦୁଇଦିନିଆଁ ।
This poem has not been translated into any other language yet.
I would like to translate this poem