ମୁଁ ବି
ଶିଖିବି ସଂଗୀତ ।
ମୁଁ ବି
ଗାଇବି ଗୀତ ।
ଶୁଣ ମତେ
ମୁଁ କହିବି ।
ପରଖ ମୋର କାମ
ମୁଁ କହିବି ।
ପଛୁଆ ନୁହଁ ମୁଁ,
ଲଢିଭିଡି ମୁଁ ବି
ଯାଇ ପାରିବି ଉପରକୁ ।
ମୁଁ ବି ପାରିବା ଦେଖାଇ
ମୋ ଭିତରେ ଥିବା
ହୀରାନୀଳା ମୋତିମାଣିକ ସବୁ ।
This poem has not been translated into any other language yet.
I would like to translate this poem