ସେଇଟା ଓଡିଶା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସେଇଟା ଓଡିଶା

ଓଲା କାର୍ ଡ୍ରାଇଭର

ପଚାରିଲା -
ଓଲା କାର୍ ଡ୍ରାଇଭର,
ବାଙ୍ଗାଲୋରରେ-
ଯୋଉ ଭାଷାରେ ଭାଷାରେ
କଥା ହେଉଛନ୍ତି କି ଭାଷା ।

ଅବଶ୍ୟ ପଚାରିଲା ଇଂଲିସରେ ।

କହିଲି - ଓଡିଆ ।

ପଚାରିଲା ପୁଣି-
କୋଉ ରାଜ୍ୟର ଏ ଭାଷା ।

କହିଲି, ଓଡିଶା ।

ପଚାରିଲା, କୋଉଠି ଓଡିଶା?

କହିଲି, ଯୋଉଠି ଜଗନ୍ନାଥ ଦାସଙ୍କ ଭାଗବତ,
ଯୋଉଠି ଜଗନ୍ନାଥ
ସେଇଟା ଓଡିଶା
ଓଡିଆ ସେଠିକାର ଭାଷା ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success