ଆମେ ଯେଉଁମାନେ
ଅଛୁଁ ଏଠି କହୁଛୁଁ
କରୁଛୁଁ କଣ
କେବେ ପଚାରି
ବୁଝିଛୁଁ କି ନିଜକୁ!
ନିଜେ ନିଜେ ଆମେ
ନିଜକୁ ଭାବି ନେଉଛୁଁ
ସର୍ବେସର୍ବା ଆଉ
କହି ଚାଲିଛୁଁ ଆମ ପରି
ଆଉ କେହି ନାହିଁରେ ।
ନାହିଁ ନାହିଁ ଭିତରୁ
ଶୁଭୁଛି ହଁ ହଁ ଆମେ
ପାରି ନୁ ଜାଣି ଆଉ
ରହିଛୁଁ ପଡି ଅନ୍ଧାରରେ ।
This poem has not been translated into any other language yet.
I would like to translate this poem