ମୁଇଁ କହୁଛେଁ
ମୁଇଁ କହୁଛେଁ
ସବୁ ଠିକ୍ ସବୁ ପାସ ।
ନେଇଁ ହେଲେ
ଫେର ପଚରାବ
କାଣା ହେଲା
ହେନ୍ତା କେନ୍ତା ହେଲା ।
ଯେନ୍ ଆଡୁ ଯେନ୍ଟା
ଆସିଥିଲା ଯେନ୍ତା
ପଲାଲା ହେଆଡକେ ହେନ୍ତା ।
ଭୁଲ ବଲି କହେବାରଟା
ବନେ କେଁ ହେଟା ।
ଫେର ପଚରାବ, ରାଘବ,
ନାଇଁ କହ ନ, ବ୍ଲକ ପଡା
ନାଇଁ ଆଏବ, ଖାଲି ଚଟାନ ।
This poem has not been translated into any other language yet.
I would like to translate this poem