କଥା କହ ଟିକିଏ
ବିଚାରି ବିଚାରି ।
ଯିବା ଯେ ଭାଇ
ସହ ଘଡିଏ ସେଇଠି ।
ସହି ରହି ପାରିଲେ
ତୁମର ଇ ଜିତ୍ ।
ଥରେ ଜିତାପଟ
ହୋଇଗଲେ ତୁମର
ଯେ କାମ ବଢିଗଲା
ମନେରଖ ଭାଇ ।
ଏ ଚରାଚର ବିଶ୍ଵ ତୁମର
ଆଉ ତୁମ ସମସ୍ତଙ୍କ ଭିତରେ
ଭୁଲ ନି କେବେ ଏହା
ଆଉ ସାଇତି ରଖ ତୁମର ଯାହା ।
This poem has not been translated into any other language yet.
I would like to translate this poem