ଯାହା କରୁଛେ,
କରୁଛେ ବଏସ ।
ଉଜାଲା ଥି ଫୁନି
କରୁଛେ ଅଏସ ।
କଷି ମାଖନକେ
କାଟି ଖଉଛେ ।
ଅଁଧାରକେ ପଚରଉଛେ
କେନ ଅଲଝିଲୁରେ ।
ସଟାବଟା ଜୀବନକେ
ଧରିକରି କେତେବାଟ
ଯେଇହେବା କରୁଛେ ନିଘା ।
ଜାନି ନି ଜାନି ପଚରଉଛେ
ବାଏଖୁଜେନକେ କେନ୍ତା ବୋ
ଏତକି ଥି ହଉଛୁ ଅଥା ।
This poem has not been translated into any other language yet.
I would like to translate this poem