କଣ ହେବ ଜାଣି,
ପଚାର ନି ।
କିଏ କେତେ
ଜାଣେ ଗଣି
ପଚାର ନି ।
ନଈରେ ଉଜାଣି,
ସତେ ଯେମିତି
ଚାଲିଛି ବାହାପୁଆଣି ।
ଆରେ ଗ୍ୟାନୀ,
ଏମିତି ସେମିତି ନୁହେଁ
ଆଉ ବେକାର ବି ନୁହେଁ
ଏତେ ଟଣାଟଣି ।
ସ୍ଥିତି ସଙ୍ଗିନ
ଆଉ କିଛି ପଚାର ନି ।
This poem has not been translated into any other language yet.
I would like to translate this poem