ଦୀପ ଜଳିବା ଭିତରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦୀପ ଜଳିବା ଭିତରେ

Rating: 5.0

ଆସ, ଆମେ
ଜାଳୁଛୁଁ ଦୀପ ।
ଦିଶୁଛି ବାଟ,
ଦୀପ ଜଳିବା ଭିତରେ
ଯାଅ, ଆଗେଇ ଯାଅ
ଆଲୋକମୟ ବାଟରେ ।
ଆଲୋକ ପର୍ବ ଏଇଟା ଆମର
ଆଉ ଆମେ ଆକାଶକୁ
ଅନାଇ ରହିଛୁଁ
ସ୍ତ୍ରୀ ତୈଳ ବର୍ଜନ କରି
ମତ୍ସ୍ୟ ମାଂସ ବର୍ଜନ କରି
ପାଣି କଖାରୁ ବର୍ଜନ କରି ।
ଶୁଦ୍ଧପୂତ ମନରେ ଦେହରେ
ଆମେ କରୁଛୁଁ ଆବାହନ ।
ଏଇ ଆଲୋକରେ
ମିଳୁ ପରମ ଗତି ତୁମକୁ ।
ଏଇ ଆଲୋକରେ
ହେ ପିତୃପୁରୁଷଗଣ, ତୁମେ
ନିଜେ ପ୍ରାପ୍ତ ହୁଅ ଉଜ୍ଵଳ ଗତି ।

Sunday, October 30, 2016
Topic(s) of this poem: light
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success