ଜାଣିବି କେମିତି
କେମିତି ଜାଣିବି,
ଉପାୟ ନାହିଁ ଜାଣିବାର ।
ମୁଁ ଆବଦ୍ଧ ସୀମା ଭିତରେ
ଆଉ ତୁମେ ସୀମାହୀନ
ବ୍ୟାପୀ ରହିଛ ।
ରହିଛ ବ୍ୟାପୀ ତୁମେ
ମୋର ତାଳୁରୁ ତଳିପା
ମୁଁ ଶୁଷ୍କ ଖୋଳପା ।
This poem has not been translated into any other language yet.
I would like to translate this poem