କାରଣ ଖୋଜାରେ
ମୁଁ ବ୍ୟସ୍ତ
ସକାଳୁ ସଂଜ ।
ସକାଳକୁ କହୁଛ
କବି ମହାଶୟ,
ଶବ୍ଦ ସବୁକୁ ବାଛ ।
ଶବ୍ଦରେ ଇ ଜୀବନ,
ଆଉ ଜୀବନକୁ
କରି ହୁଏ ଉପଭୋଗ
ଉପଯୁକ୍ତ ବଛାବଛିରେ ।
ଆଉ କୁହ ନାହିଁ
ଆଗକୁ କିଛି ।
ନ କହିଲେ ବି
ଦେଖ, ମୁଁ ଫେରୁଛି ।
This poem has not been translated into any other language yet.
I would like to translate this poem