ଭୟ ନାହିଁ
ନାହିଁ ଭୟ ।
ଅଛି ମୁଁ ।
ମୁଁ ଟା
ଭୟଠୁ
କୋଉ କମ!
ଚାହେଁ କଣ?
ଯାହା ଚାହେଁ
ତାହା କଣ ଥାଏ?
ଯାହା ଥାଏ,
ଥାଏ କୋଉଠି?
ମୁଁ ମୋର ଦୁଃଖରେ,
ମୁଁ ମୋର ଆନନ୍ଦରେ
ଏଠାରେ ଏ ମାଟିରେ
ଥାଏଁ ଆକାଶ ହେଲାବେଳେ ।
This poem has not been translated into any other language yet.
I would like to translate this poem