ବଂଚିବା ଆଉ ମରିବା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବଂଚିବା ଆଉ ମରିବା

Rating: 5.0

ମତେ ଯେତେବେଳେ ଡାକ ତୁମେ
ମୁଁ ଓ କରେଁ କି ନ କରେଁ
କିନ୍ତୁ ଜଣାଇ ଦିଏଁ ଆଉ ସେ
ଜଣାଇଦେବା ପଛରେ ଥାଏ
ମୋର ଶୁଭାଶିଷ ।

ମୋର ଶୁଭାଶିଷ ବୋଲି
କହିବାର ଆବଶ୍ୟକ ନ ଥାଏ ।

ମୁଁ ଜଣାଇଦିଏଁ ଯେ ଶବ୍ଦର
ଆବଶ୍ୟକ ଇ ପଡେ ନା
ବଂଚିବା କାର୍ଯ୍ୟରେ ।

ବଂଚିବା ଆଉ ମରିବା
ଆମ ହାତରେ ନାହିଁ, କିନ୍ତୁ
ହସି ତ ପାରିବା, ଭଲ ପାଇ ପାରିବା
ସବୁକୁ ଭୁଲି ବି ପାରିବା ଚାହିଁଲେ ଆଉ
ରହିପାରିବା ଶାନ୍ତିରେ ଯେତେଦିନ ଅଛେ ।

COMMENTS OF THE POEM
Gajanan Mishra 03 November 2016

Life and death - not under our control, But to live peacefully, we can love all, we can smile here.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success