ଯେବେ ଯେବେ ଡାକ ଦିଏଁ,
ତୁମେ ନା ବୋଲି କୁହ ନା
ଆଉ ଆସି ହୁଅ ହାଜର,
କୁହ ଘାବରେଇ ଯାଅ ନା ।
ଦରକାର ଯାହା ଯେତେବେଳେ
ତାହା ସବୁ ଆସି ହୁଏ ହାଜର ।
କୁହ, ଆଉ କଣ ଆବଶ୍ୟକ
ମୁଁ ନୁହେଁ ଅଲକ୍ଷଣା ଲୋକ ।
ଯିବା, ରହିବା ଆଉ ଫେରିବା
ଏକା ଆଉ ନୁହେଁ ବି ଏକା,
ମୁଁ କିନ୍ତୁ ଟାକିଥାଏଁ କହିବାକୁ
ସତ ମିଛ ଆଉ ଯାହାତାହା ।
ନୁହେଁ କେହି ଶତ୍ରୁ କାହାର,
ନୁହେଁ ବି କିଛି ଏଠି ମିଛ ।
This poem has not been translated into any other language yet.
I would like to translate this poem