ହାତ୍ ନେଇଁ, ଗୋଡ ନେଇଁ
ଫେର ଭି ଦେଖୁନ
କାହିଁରଟା କାହିଁ ଜଉଛେ ଖେପି
ଆରୁ କରୁଛେ କବାର
ଜେନଟାର ହିସାବ ମିଲବାର ନେଇଁ ।
ହିସାବ ନେଇଁ ମିଳଲବାର ବଲିକରି
ମୁଡେ ହାତ୍ ଦେଇକରି ବସିରହେଲେ
ନେଇଁ ହେଇପାରେ କିଛୁ,
ଜେନମାନେ ଅଛ ଇନି ସୁରତା କର
କେନକେନଟାକେ କରବ ଭିନେ ।
ସମିଆ ଦେଖି ଖଟ ପାରଲେ
ନାଇଁ ଥାଁତ୍ କହେବାର ଲୋକଗୁଟେ ।
ହେ ଖାଲି ଝୁରି ହଉଛେ ଏତକିବେଲକେ
ଛୁଚା ଭଟାଥି ଦେଖୁ ଥ ନ ।
This poem has not been translated into any other language yet.
I would like to translate this poem