ଆମର ହାର
ହେବ କେମିତି?
ହାର ମାନିବା
ଯୋଗ ଏ ଯାଏ
ଆସି ନାହିଁ ।
ଏ ଯାଏ ଆମେ
କରି ଚାଲିଛେ ଲଢେଇ ।
ଆମର ହାର ନାହିଁ ।
ଆମର ଜିତ ଆମକୁ
କରିଛି ଅପେକ୍ଷା ଆଉ
ଅଛି ପ୍ରସ୍ତୁତ ଦେବାକୁ
ପୁରସ୍କାର ।
This poem has not been translated into any other language yet.
I would like to translate this poem