ଜାଣିଛି ଆଉ ଛାଡିଛି
ସବୁ ଜୀବନର ଅର୍ଥ
ଆଉ ଅର୍ଥାନ୍ତର ।
କହିଛି ସହି ଯାରେ
ଆଉ କିଛି ବେଳ ।
ନୂତନ କି ପୁରାତନ
କାହାକୁ ବି କର ନା ନିଜର ।
ଯେ ଯେମିତି ଯୁଆଡୁ ଯାହା
ଧରିବେ ସବୁ ବିଗାଡିବେ
ଆଉ କହିବେ ଶେଷରେ
ହେଲା ନାହିଁ ବୋ ସରିଗଲା ଦିନ ।
ସୂର୍ଯ୍ୟ ହେଉ କି ହେଉ ଚନ୍ଦ୍ର
ପାରିବେ ନି କହି ପୁଣି କିପରି
ଥୟରେ ଧରିହେବ ଆକାଶ ।
This poem has not been translated into any other language yet.
I would like to translate this poem